ନୀତି ଆୟୋଗ ରିପୋର୍ଟକୁ ନେଇ ଜୋର ଧରିଲା ରାଜନୀତି । 21 ବର୍ଷର ଲମ୍ବା ଶାସନ ଅବଧି ଭିତରେ ଓଡିଶା ଦାରିଦ୍ର୍ୟ ଦୂରୀକରଣ, କ୍ଷୁଦାମୁକ୍ତ ସମାଜ ଗଠନ, ଉନ୍ନତ ଶିକ୍ଷା, ଲିଙ୍ଗ ଭିତ୍ତିକ ସମାନତା ଓ ଆର୍ଥିକ ବିକାଶ ତଥା ନୂତନ ଚିନ୍ତାଧାରା କ୍ଷେତ୍ରରେ କାହିଁକି ପଛରେ ପଡ଼ିଛି ସେ ନେଇ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି।
#ArgusNews #ArgusTv #Odisha #BJP #SDG_Report